ଓଡିଆ English

ଓଡିଶା ସରକାରଙ୍କର ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ଅନ୍ୟ ଏକ ଯୁଗାନ୍ତକାରୀ ପଦକ୍ଷେପ

ନିମ୍ନଲିଖିତ ସରକାରୀ ସେବାଗୁଡିକ ପାଇଁ ଆବେଦନ ନିମନ୍ତେ ଦସ୍ତାବିଜ ଦାଖଲ ସମୟରେ Affidavit ବା ଗେଜେଟେଡ ଅଫିସରଙ୍କ ସ୍ଵାକ୍ଷର ଥିବା Attested copy ଆଉ ଆବଶ୍ୟକ ନାହିଁ । ଏହା ବଦଳରେ ଆବେଦନକାରୀ ମାନେ ସେମାନଙ୍କର ନିଜସ୍ଵ ସ୍ବାକ୍ଷରରେ (Self-Certification) ଜରିଆରେ ବିଭିନ୍ନ ଦସ୍ତାବିଜର ଅବିକଳ ନକଲ ଦାଖଲ କରି ବିନା ଖର୍ଚ୍ଚରେ ଓ ସ୍ୱଳ୍ପ ସମୟରେ ନିମ୍ନସୂଚିତ ସେବା ପ୍ରାପ୍ତ ହେବେ ।

କ୍ରମିକ ସଂଖ୍ୟା ବିଭାଗର ନାମ ଓ ଅଧିସୂଚନା /ଜ୍ଞାପକ ସଂଖ୍ୟା ତାରିଖ ଦସ୍ତାବିଜ/ କାଗଜାତର ନାମ
ଅବକାରୀ ଅନୁସୂଚନା ସଂଖ୍ୟା ୫୦୨୧/ଇ –ଏକ୍ସ ତା ୨୫.୦୮.୨୦୧୪ ୧. ପରିଶୋଧ କ୍ଷମତା ପତ୍ର
୨. ଖାଦ୍ୟ ଅନୁମତି ପତ୍ର
୩ . ମୂଲ୍ୟ ବର୍ଦ୍ଧିତ କର (VAT) ଦୂରୀକରଣ ପ୍ରମାଣ ପତ୍ର
୪ . ଆୟକର ରିଟର୍ଣ୍ଣ
୫. ଭୋଟର ପରିଚୟପତ୍ର
୬. ମୂଲ୍ୟ ହିସାବ ସଂଖ୍ୟା ପତ୍ର
୭. ବିକ୍ରି କର ପଞ୍ଜୀକରଣ
୮. ବିଭିନ୍ନ ଅନୁଷ୍ଠାନର ପ୍ରେରିତ ସାର୍ଟିଫିକେଟ
ଜଳ ସମ୍ପଦ ସ୍ମାରକ ପତ୍ର ସଂଖ୍ୟା ୨୨୭୩୨/ଡବ୍ଲୁଉ ଆର, ତା୦୧ .୦୯.୨୦୧୪ ୧. ଓଡିଶାର ଚୁକ୍ତି ଭିତ୍ତିକ ସେବା ଅଧୀନରେ ନିଯୁକ୍ତି ଆବେଦନ ପତ୍ର (ଥଇଥାନ ଜନିତ ନିଯୁକ୍ତି ସହାୟତା)ନିୟମ-୧୯୯୦
୨. ଉଠା ଜଳସେଚନ ସ୍ଥାପନର ଆବେଦନ ପତ୍ର
୩. ପାଣି ପଞ୍ଚାୟତକୁ ଅନୁଦାନ ଆବେଦନ ପତ୍ର
୪ . ବୃହତ/ମଧ୍ୟମ/କ୍ଷୁଦ୍ର ଜଳସେଚନ ପରିଯୋଜନର ଠିକାଦାର ପତ୍ର ପାଇଁ ଅନୁମତି ଲାଇସେନଓ ଆବେଦନ ପତ୍ର
୫. ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପତ୍ର ୬. ନିୟମିତ ସ୍ଥାୟୀ ନିଯୁକ୍ତି ପାଇଁ ଆବେଦନ ପତ୍ର
କ୍ରିଡା ଓ ଯୁବ ସେବା ସ୍ମାରିକ ପତ୍ର ସଂଖ୍ୟା ୧୧୧୬୦/ ଏସ ୱାଇ ଏସ, ତା ୨୭.୦୮. ୨୦୧୪ ୧. କ୍ରିଡାବିତଙ୍କ ପରିଚୟ ପତ୍ର
୨. କ୍ରିଡାବିତଙ୍କ ୱ୍ୱେଟେଜ ପ୍ରମାଣ ପତ୍ର
୩. ବିଜୁ ପଟ୍ଟନାୟକ କ୍ରିଡା ପୁରସ୍କାର
୪. କ୍ରୀଡାବିତ୍ ଙ୍କ ଅବସର ବୃତ୍ତି
୫. ପ୍ରୋସାହନ ଓ ନଗଦ ରାଶି ପୁରସ୍କାର
୬ . ଆନ୍ତର୍ଦେଶୀୟ ପ୍ରତିନିଧିତ୍ଵ କେଏଆରଆଇଟିଏଚଆଇବିଏ ବିଶିଷ୍ଟ କ୍ରୀଡାବିତମାନଙ୍କୁ ଆର୍ଥିକ ସହାୟତା
୭ . କ୍ରିଡା ପ୍ରଶିକ୍ଷଣ ଅଗ୍ରଗତି ମାର୍ଗ ଅନୁଧ୍ୟାନକାରୀ କ୍ରିଡାବିତଙ୍କୁ ଆର୍ଥିକ ସହାୟତା
୮. ଭାରତ ସରକାରଙ୍କ କ୍ରୀଡାବିତ କଲ୍ୟାଣକର ପରିଯୋଜନା
୯ . ବିଜୁ ପଟ୍ଟନାୟକ ସାହସିକ ପୁରସ୍କାର
୧୦. ସାମାଜିକ ସେବା ପାଇଁ ରଜସ୍ତରୀୟ ପୁରସ୍କାର
୧୧. କ୍ରିଡା ଓ ଯୁବ ସେବା ବିଭାଗରେ ନିଯୁକ୍ତି ପାଇଁ ଦରଖାସ୍ତ
୧୨. ସ୍ୱାସ୍ଥ୍ୟ ଶିକ୍ଷା ମହାବିଦ୍ୟାଳୟ ନାମ ଲେଖା
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସ୍ମାରକ ପତ୍ର ସଂଖ୍ୟା ୧୧୧୬୦/ଏସ. ଏସ. ଡି, ତା୨୭. ୦୮. ୨୦୧୪ ୧. ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଦ୍ୟାଳୟ ଓ ଛାତ୍ରାବାସରେ ଛାତ୍ରଛାତ୍ରୀମାନଙ୍କର ନାମଲେଖା
୨. ସି.ଟି. /ବି .ଇଡି ପାଠ୍ୟକ୍ରମରେ ନାମ ଲେଖା
୩ . ବିଭିନ୍ନ ପ୍ରକାର ଛାତ୍ର ବୃତ୍ତି ଅନୁଦାନ ନିମନ୍ତେ ଆବେଦନ ପତ୍ର
୪ . ଶିକ୍ଷା ସହାୟଙ୍କ ନିୟୋଜନ
୫ . ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିୟୋଜନ
୬ . ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ସମସ୍ତ ଚୁକ୍ତି ଭିତ୍ତିକ ସରକାରୀ ଓ ସ୍ଥାନୀୟ କର୍ତୁପକ୍ଷଙ୍କ ଦପ୍ତରରେ ନିୟୋଜନ
୭ . ନିଜସ୍ଵ ଅଣୁପ୍ରମାଣିତ ପଦ୍ଧତି ମଧ୍ୟରେ ମୂଳ ଦସ୍ତାବିଜ ଗୁଡିକୁ ନାମ ଲେଖା ସମୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ କିମ୍ବା ନିୟୋଜନର ଚୂଡାନ୍ତ କ୍ଷେତ୍ରରେ ଉପସ୍ଥାପନ କରିବେ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ମାରକ ପତ୍ର ସଂଖ୍ୟା ୪୨୫୪/ଏସ.. . ଏମ. ଇ ତା ୦୧.୦୩ . ୨୦୧୪ ୧. ଶିକ୍ଷା ସହାୟକ ନିଯୁକ୍ତି
୨ . ଚୂକ୍ତିଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି
୩ . ଶିକ୍ଷକ ପ୍ରଶିକ୍ଷଙ୍କ ନିଯୁକ୍ତି
୪ . ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ସମସ୍ତ ଏସ. ଏସ . ଏ (SSA), ଆର. ଏମ . ଏସ. ଏ (RMSA),ଏମ. ଡି. ଏମ (MDM) ପରି ବିଭିନ୍ନ ପରିଯୋଜନା ଅନ୍ତର୍ଗତ ସମସ୍ତ ଚୁକ୍ତିଭିତ୍ତିକ ଯୋଜନା
୫. ସିଟି ପାଠ୍ୟକ୍ରମରେ ନାମ ଲେଖା
୬. ବି. ଇଡି ପାଠ୍ୟକ୍ରମରେ ନାମ ଲେଖା
୭. ବି. ଇଡି ପାଠ୍ୟକ୍ରମରେ ନାମ ଲେଖା
୮. ଏମ. ଇଡି ପାଠ୍ୟକ୍ରମରେ ନାମ ଲେଖା
୯. ଏମ. ଫିଲ(ଶିକ୍ଷା) ପାଠ୍ୟକ୍ରମରେ ନାମ ଲେଖା
୧୦. ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ,ଓଡିଶା ଦ୍ଵାରା ଅବିକଳ ନକଲ ପ୍ରମାଣପତ୍ର
୧୧. ବିଦ୍ୟାଳୟମାନଙ୍କରେ (ଇଂରେଜି ମାଧ୍ୟମ ଘରୋଇ ବିଦ୍ୟାଳୟ )ନାମଲେଖା
୧୨. ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି )
ବାଣିଜ୍ୟ ଓ ପରିବହନ (ରାଜ୍ୟ ପରିବହନ ପ୍ରାଧିକାରୀ,ଓଡିଶା ,କଟକ) ପରିପତ୍ର ସଂଖ୍ୟା.୦୫ ତା ୨୭. ୦୩. ୨୦୧୪ ୧. ଯାନ ମାଲିକାନା ଅନ୍ତରଣ ପାଇଁ ଦରଖାସ୍ତ
୨. ବ୍ୟାପାର ପ୍ରମାଣ ପତ୍ର ନିର୍ଗମନ ପାଇଁ ଦରଖାସ୍ତ
୩ . ପରିବହନ ଅଭିକର୍ତ୍ତା ଅନୁଜ୍ଞା ପତ୍ରର ନିର୍ଗମନ ପାଇଁ ଦରଖାସ୍ତ
ଇ ଏବଂ ଟି. ଇ ଓ ଟି ଚିଠି ସଂଖ୍ୟା ୧୫୭୯/ଇଟିଇଟି,ତା ୨୦. ୦୩. ୨୦୧୪ ୧. ଉତ୍ତିର୍ଣ୍ଣ ପ୍ରମାଣପତ୍ର
୨. ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର
୩ . ନମ୍ବର ଫର୍ଦ୍ଦ (ମାର୍କ ସିଟ)
୪. ଜାତିଗତ ପ୍ରମାଣ ପତ୍ର
୫. ଆବାସିକ ପ୍ରମାଣ ପତ୍ର
୬. ଶାରୀରିକ ଅକ୍ଷମ ପ୍ରମାଣ ପତ୍ର
7. ପୂର୍ବତନ ସେବାକାରୀ ପ୍ରମାଣ ପତ୍ର
8 . ବୌଧ ଉତ୍ତରିଧିକାରୀ ପ୍ରମାଣ ପତ୍ର
୯. ଆୟ ପ୍ରମାଣ ପତ୍ର
୧୦. ଶପଥ ପାତ୍ର
ଗୃହ ଓ ପୌର ଉନ୍ନୟନ ବିଭାଗ ସ୍ମାରକ ସଂଖ୍ୟା ୧୯୬୩୦, ତା ୨୭. ୦୯. ୨୦୧୪ ନୂତନ ନିଯୁକ୍ତି ପାଇଁ
୧. ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର
୨. ମାର୍କ ସିଟ
୩. ଜାତିଗତ ପ୍ରମାଣପତ୍ର
୪. ଆଚରଣ ପ୍ରମାଣପତ୍ର
୫. ଫାଟୋଗ୍ରାଫ
୬. ବୟସ ପ୍ରମାଣପତ୍ର
୭. ମୃତ୍ୟୁ ପ୍ରମାଣପତ୍ର (ଥଇଥାନ ଜନିତ ନିଯୁକ୍ତି ସହାୟତା)
୮. ଉତ୍ତରିଧିକାରୀ ପ୍ରମାଣପତ୍ର (ଥଇଥାନ ଜନିତ ନିଯୁକ୍ତି ସହାୟତା)
ନିର୍ଦେଶକ,ସହର ଯୋଜନା, ଓଡିଶା ନୂତନ ନିଯୁକ୍ତି ପାଇଁ
୧. ଶିକ୍ଷଗତ ଯୋଗ୍ୟତାର ପ୍ରମାଣପତ୍ର
୨. ଜାତିଗତ ପ୍ରମାଣପତ୍ର
୩. ଫଟୋ
୪. ମୃତ୍ୟୁ ପ୍ରମାଣପତ୍ର (ଥଇଥାନ ଜନିତ ନିଯୁକ୍ତି ସହାୟତା)
୫ . ଉତ୍ତରିଧିକାରୀ ପ୍ରମାଣପତ୍ର (ଥଇଥାନ ଜନିତ ନିଯୁକ୍ତି ସହାୟତା)
ମହାନଗର ନିଗମ /ମ୍ୟୁନିସିପାଲିଟି/ବିଜ୍ଞାପିତ ଅଞ୍ଚଳ ପରିଷଦ ନୂତନ ନିଯୁକ୍ତି ପାଇଁ
୧. ଶିକ୍ଷଗତ ଯୋଗ୍ୟତାର ପ୍ରମାଣପତ୍ର
୨. ଡାକ୍ତରି ପ୍ରମାଣପତ୍ର ,
୩. ଆଚରଣ ପ୍ରମାଣପତ୍ର
ଥଇଥାନ ଜନିତ ସହାୟତା ଯୋଜନା ଅନ୍ତର୍ଗତ ନିଯୁକ୍ତି
୧. ମୃତ୍ୟୁ ପ୍ରମାଣପତ୍ର
୨. ଉତ୍ତରିଧିକାରୀ ପ୍ରମାଣପତ୍ର
୩. ସୁସ୍ଥତା ପ୍ରମାଣପତ୍ର
୪. ପରିବାର ଭରଣପୋଷଣ ନିମିତ୍ତ ଅଙ୍ଗୀକାର ପତ୍ର
ଡି. ସି. ଆର. ଜି . ପ୍ରାପ୍ୟ ଉଠାଣ ଏସଏଏମ,ସମୟରେ
୧. ମୃତ୍ୟୁ ପ୍ରମାଣପତ୍ର
୨. ଉତ୍ତରିଧିକାରୀ ପ୍ରମାଣପତ୍ର
୩. ଜଣେ ଗ୍ରହୀତାଙ୍କ ସପକ୍ଷରେ ସମସ୍ତ ବୌଧ ଉତ୍ତରାଧିଙ୍କର ଶପଥ ପାଠ
ଇ. ଆଇ. ସି, ପି.ଏଚ ,ଓଡିଶା ଜଳ ଯୋଗାଣ ପାଇଁ/ଭୂଗର୍ଭ ନିର୍ଦ୍ଦମା ସଂଯୋଗୀକରଣ ପିଏଆଇଏନ ଦସ୍ତାବିଜ
୧. ଗୃହ ନିର୍ମାଣ ନକ୍ସାର ଅନୁମୋଦିତ ପତ୍ର
୨. ଦଖଲ ଭୋଗ ପ୍ରମାଣପତ୍ର
୩. ଆପତ୍ତିରହିତ ପ୍ରମାଣପତ୍ର
୪. ଦରିଦ୍ର ସୀମାରେଖା (ବିପିଏଲ)କାର୍ଡ
ଠିକାଦାର ପତ୍ରର ପଞ୍ଜୀକରଣ
୧. ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
୨. ଭାଟ ପ୍ରଦାନ ସଂକ୍ରାନ୍ତିୟ ବୈଧ ପ୍ରମାଣପତ୍ର (ଫର୍ମ ୬୧୨ /୬୧୨ –ଏ )
୩. ଆବାସୀକ ପ୍ରମାଣପତ୍ର
୪. ଜାତିଗତ ପ୍ରମାଣପତ୍ର
୫. ପାନ କାର୍ଡ
୬. ସାଧନ ଓ ଯନ୍ତ୍ର ତାଲିକା
ଠିକାଦାର ଲାଇସେନ୍ସ ପତ୍ରର ନବୀକରଣ
୧. ଆୟକର ହିସାବ
୨. ଭାଟ ପ୍ରଦାନ ସଂକ୍ରାନ୍ତିୟ ବୌଧ ପ୍ରମାଣପତ୍ର (୬୧୨ )
୩. ପୂର୍ବରୁ ଟେଣ୍ଡର ପକ୍ରିୟାରେ ଭାଗ ନେଇଥିବା ଏବଂ ସମ୍ପାଦନ କରିଥିବା କାର୍ଯ୍ୟର ବିବରଣୀ (ନିର୍ବାହୀ ଯନ୍ତ୍ରୀ ପଦରୁ ନିମ୍ଣ ନୁହେଁ କେବଳ 'ଜି ' ଫର୍ମ ରେ
ଚୁକ୍ତିଭିତ୍ତିକ ସହକାରୀ ଯନ୍ତ୍ରୀ/କନିଷ୍ଟ ଯନ୍ତ୍ରୀ ନିଯୁକ୍ତି
୧. ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
୨. ଜାତିଗତ ପ୍ରମାଣପତ୍ର
୩. ଆଚରଣ ପ୍ରମାଣପତ୍ର
୪ . ଫାଟୋଗ୍ରାଫ
୫. ଯୋଗଦାନ ରିପୋର୍ଟ
ଥଇଥାନ ଜନିତ ସହାୟତା ଯୋଜନା ଅନ୍ତର୍ଗତ ନିଯୁକ୍ତି
୧. ମୃତ କର୍ମଚାରୀଙ୍କୁ ମୃତ୍ୟୁ ପ୍ରମାଣପତ୍ର
୨. ଉତ୍ତରାଧକରି ପ୍ରମାଣପତ୍ର
୩. ପରିବାର ସଦସ୍ୟଙ୍କ ଦ୍ଵାରା ଶପଥ ପାଠ
୪. ମୃତ ପରିବାର ସଦସ୍ୟମାନଙ୍କ ଭରଣପୋଷଣ ନିମନ୍ତେ,ଦରଖାସ୍ତକାରୀଙ୍କ ଅଙ୍ଗୀକାର ପତ୍ର
୫. ମୃତକଙ୍କ ସର୍ଭିସ ବୁକର ୧ ମ ପ୍ରୁଷ୍ଠାର ନକଲ
୬. ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର
୭. କମ୍ପୁଟର ଜ୍ଞାନ ପ୍ରମାଣପତ୍ର
୮. ଦରଖାସ୍ତକାରୀଙ୍କୁ କ୍ରମାନ୍ଵୟ ତାଲିକା
୯. ଜିଲ୍ଲାପାଳଙ୍କ ଠାରୁ ଦୁସ୍ଥ/ଅସହାୟ ପ୍ରମାଣପତ୍ର
୧୦. ଜାତିଗତ ପ୍ରମାଣପତ୍ର
ଥଇଥାନ ଜନିତ ସହାୟତା ଯୋଜନା ଅନ୍ତର୍ଗତ ନିଯୁକ୍ତି(ନିଯୁକ୍ତି ସମୟରେ)
୧. ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର
୨. ଚରିତ୍ର ପ୍ରମାଣପତ୍ର
୩. ଜାତିଗତ ପ୍ରମାଣପତ୍ର
୪. ମୃତକଙ୍କ ପ୍ରତି ବା ପତ୍ନୀ ପ୍ରମାଣପତ୍ର (ବିବାହିତ /ଅବିବାହିତ)
୫. କମ୍ପ୍ୟୁଟର ଜ୍ଞାନ ପ୍ରମାଣପତ୍ର
୬.ଯୋଗଦାନ ରିପୋର୍ଟ
୭. ସୁସ୍ଥତା ପ୍ରମାଣପତ୍ର
୮. ଫଟୋଗ୍ରାଫ
ଓଡିଶା ରାଜ୍ୟ ହାଉସିଂବୋର୍ଡ, ଭୁବନେଶ୍ଵର ଗୃହ/ଫ୍ଲାଟ ଆବଣ୍ଟନ ପାଇଁ
୧. ହସ୍ତାନ୍ତରକାରୀ ଓ ଗ୍ରହଣକାରୀଙ୍କ ଦ୍ଵାରା ଗୃହ/ଫ୍ଲାଟର ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ ଆବଶ୍ୟକ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରିକରଣ ଦେୟ ବହନ କରିବାକୁ
୨. ସେ(ପୁରୁଷ/ମହିଳା)ଅଙ୍ଗୀକାରବନ୍ଧ ହେବେ ଯେ,ସେମାନେ କୌଣସି ସରକାରୀ ଓ ବୋର୍ଡ ଜମି ଜବର ଦଖଲ କରିନାହାନ୍ତି ଏବଂ ସେମାନେ ମଧ୍ୟ ଘୋଷଣା କରିବେ ଯେ,ସେମାନେ କୌଣସିଠାରେ ଉକ୍ତ ସମ୍ପତିକୁ ବନ୍ଧନ ଦେଇ ନାହାନ୍ତି ଏବଂ ତାହା ଦଖଲମୁକ୍ତ ଅଟେ ଏବଂ ଉକ୍ତ ସମ୍ପତି ବିକ୍ରି /ଖରିଦ ପାଇଁ କୌଣସି ପାୱାର ଅଫ ଅଟର୍ନି ଅଧିକାର କାହାକୁ ଦେଇନାହାନ୍ତି ।
୩. ସାଧନ ଓ ସଂଯନ୍ତ୍ର ସମ୍ପର୍କ ନଥିବା ପ୍ରମାଣପତ୍ର ଯାହାକି ,ତେଣ୍ଡର ପ୍ରକ୍ରିୟାରେ ଦରକାର ହେଉଥିବା ଓ. ପି. ଡବ୍ଲୁ. ଡି କୋର୍ଡର ନିର୍ଦ୍ଧାରିତ ଫର୍ମ ଅନୁଯାୟୀ ଅବଶକ୍ୟ
୪. ଅର୍ଥପ୍ରାପ୍ତି ରସିଦ
୫. ଅର୍ଥ ନିବେଶକାରୀଙ୍କ ଦେୟ ପ୍ରଦାନ ସଂକ୍ରାନ୍ତ ପ୍ରମାଣପତ୍ର
୬. ହସ୍ତାନ୍ତକାରୀ ଓ ଗ୍ରହନକାରୀ ଆତେଷ୍ଟେଡ ନମୁନା ସ୍ଵାକ୍ଷର
୭. ଫୋଟୋଗ୍ରାଫ
୮.କରଜ ହିସାବର ସମାପ୍ତି
୯. ଗୃହ ନିର୍ମାଣ ପାଇଁ ଓଡିଶା ରାଜ୍ୟ ଗୃହନିର୍ମାଣ ବୋର୍ଡର ଆପତ୍ତିରହିତ ପ୍ରମାଣପତ୍ର ପାଇଁ ଆବେଦନ
କୃଷିବିଭାଗ ସ୍ମାରକସଂଖ୍ୟା ୧୭୯୨୦, ତା୨୨.୧୦.୨୦୧୪ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶଳାୟ ଅଧିନସ୍ଥ ସେବା
୧. ପମ୍ପସେଟ ଟ୍ରାକିଂ ପଦ୍ଧତିରେ ନିର୍ମାତା ଓ ବିକ୍ରେତାଙ୍କ ପଞ୍ଜୀକରଣଙ୍କୁ ନିମନ୍ତେ ଆବଶକ୍ୟ ହେଉଥିବା ନଥିପତ୍ର ।
୨. ପମ୍ପସେଟ ଟ୍ରାକିଂ ପଦ୍ଧତିରେ ନିର୍ମାତା ଓ ବିକ୍ରେତାଙ୍କ ପଞ୍ଜୀକରଣଙ୍କୁ ନିଶ୍ଚିତ କରିବା ନିମନ୍ତେ ଆବଶକ୍ୟ ହେଉଥିବା ନଥିପତ୍ର ।
୩. କୃଷି ଯନ୍ତ୍ରିକିକରଣ କାର୍ଯ୍ୟକ୍ରମର ପ୍ରସାର ନିମନ୍ତେ ଆବଶକ୍ୟ ହେଉଥିବା ନଥିପତ୍ର ।
୪ . “ଜଳନିଧି” କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ସଂସ୍ଥାର ଚୟନ/ତାଲିକାଭୁକ୍ତ ପଞ୍ଜୀକରଣ/ପଞ୍ଜୀକରଣ ସୁନିଶ୍ଚିତ ହେବାପାଇଁ ଆବଶକ୍ୟ ହେଉଥିବା ନଥିପତ୍ର ।
୫. “ଜଳନିଧି” ଯୋଜନାରେ ହିତାଧିକାରୀଙ୍କ ଦ୍ଵାରା ଆବେଦନ ପତ୍ର ଦାଖଲ ସମୟରେ ଆବଶକ୍ୟ ହେଉଥିବା ନଥିପତ୍ର ।
୬. କୀଟନାଶକ ପ୍ରସ୍ତୁତ କର୍ତ୍ତା/ବିକ୍ରେତାଙ୍କଦ୍ଵାରା କୀଟନାଶକଆର ପ୍ରସ୍ତୁତି/ବିକ୍ରି/ସାଇତା ନିମନ୍ତେ ଲାଇନସେସ ମଞ୍ଜୁରୀ ନିମନ୍ତେ ଆବଶକ୍ୟ ହେଉଥିବା ନଥିପତ୍ର ।
୭. ବ୍ୟବସାୟୀକ କୀଟ ନିୟନ୍ତ୍ରଣ ନିମନ୍ତେ ଲାଇନସେସ ମଞ୍ଜୁରୀ ନିମନ୍ତେ ଆବଶକ୍ୟ ହେଉଥିବା ନଥିପତ୍ର ।
୮. ରାସାୟନିକ ସାର ଓ ବିହନର ସଇତା/ବିକ୍ରି ନିମନ୍ତେ ପାଇକାରୀ ବିକ୍ରେତାମାନକୁ ଲାଇନସେସ ମଞ୍ଜୁରୀ ନିମନ୍ତେ ଆବଶକ୍ୟ ହେଉଥିବା ନଥିପତ୍ର ।
ମୃତିକା ସଂରକ୍ଷଣ ନିର୍ଦେଶାଳୟ,ଓଡିଶାଙ୍କ ଅଧିନସ୍ଥ ସେବା
୧. ମୃତିକା ସଂରକ୍ଷଣ ଓ ଜଳଛାୟା କାଜ୍ୟକ୍ରମ ଅଧୀନରେ ସରକାରୀ ସହାୟତା ମଞ୍ଜୁରି ପାଇଁ ଆବଶକ୍ୟ ଦସ୍ତାବିଜ
୨. ଜମିରେ ନୂତନ ପୋଖରୀ ଖନନ ପାଇଁ ଆବଶକ୍ୟ ଦସ୍ତାବିଜ
୩. ଜମିରେ ପୁରାତନ ପୋଖରୀ ପୁନରୁଦ୍ଧାର ପାଇଁ ଆବଶକ୍ୟ ଦସ୍ତାବିଜ
୪. ବ୍ୟକ୍ତିଗତ ହିତାଧିକାରୀଙ୍କ କ୍ଷେତ୍ରରେ ବୃକ୍ଷରୋପଣ କଜ୍ୟକ୍ରମ ପାଇଁ ଆବଶକ୍ୟ ଦସ୍ତାବିଜ
ନିର୍ଦେଶକ ଉଦ୍ୟାନକୃଷି, ଓଡିଶାଙ୍କ ଅଧିନସ୍ଥ ସେବା
୧. ଜାତୀୟ ଉଦ୍ୟାନ କୃଷି ମିଶନ ଓ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଜରିଆରେ ପରିଯୋଜନର କଜ୍ୟକାରିତ ପାଇଁ ଆବଶକ୍ୟ ଦସ୍ତାବିଜ
୨. ଉଦ୍ୟାନକୃଷି ବିଦ୍ୟାଳୟ ଉଦ୍ୟାନକୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନାମ ଲେଖା ଚାରା ବଗିଚା /ବିହନ ଲାଇସେନ୍ସ ପତ୍ର ମଞ୍ଜୁରୀ
୧୦ ଉଚ୍ଚଶିକ୍ଷା ବିଭାଗ ଅଫିସ ଅଧିନିୟମ ସଂଖ୍ୟା ୨୦୩୭୧ ତା ୧.୦୯.୨୦୧୪ ସେବାଗୁଡିକର ନାମ :
୧. ସରକାରୀ ଏବଂ ବେସରକାରୀ (ସହାୟତା ପ୍ରାପ୍ତ/ଅଣ ସହାୟତପ୍ରାପ୍ତ / ବ୍ଲକ ଅନୁଦାନ /ସ୍ଵ -ଅର୍ଥ ପୋଷିତ ) ମହାବିଦ୍ୟାଳୟ ,ବିଶ୍ୱବିଦ୍ୟାଳୟ ଏବଂ ଅନୁସନ୍ଧାନ ସଂଗଠନ ଗୁଡିକରେ ଶିକ୍ଷା ଏବଂ ଅଣଶିକ୍ଷା ପଦବୀରେ ସମସ୍ତ ପ୍ରକାରର ଚୁକ୍ତିଭିତ୍ତିକ /ଅନୌପଚାରିକ /ନିୟମିତ ନିଯୁକ୍ତି ।
୨. ରାଷ୍ଟ୍ରୀୟ ଉଚ୍ଛତାର ଶିକ୍ଷା ଅଭିଯାନ (RUSA) , ଓଡିଶା ନଲେଜ କର୍ପୋରେସନ ଲିମିଟେଡ (OKCL) ,ନବକୃଷ୍ଣ ଚୌଧୀରି ସେଣ୍ଟର ଫର ଡେଭଲାପମେଣ୍ଟ ଷ୍ଟଡିଜ (NKCDS)ପ୍ରକୋଳ୍ପ ଗୁଡିକରେ ସମସ୍ତ ଚୁକ୍ତିଭିତିକ /ଅସ୍ଥାୟୀ ନିଯୁକ୍ତି ।
୩.ଅନୁସନ୍ଧାନ ସଂସ୍ଥା /ବିଶ୍ୱବିଦ୍ୟାଳୟ /ମହାବିଦ୍ୟାଳୟ ଗୁଡିକ ଦ୍ଵାରା ସଂଚାଳିତବିଭିନ୍ନ ଅନୁସନ୍ଧାନ ପ୍ରକୋଳ୍ପରେ ଜୁନିୟର ରିସର୍ଚ ଫେଲୋ (JRF) /ସିନିୟର ରିସର୍ଚ ଫେଲୋ (SRF)/ପ୍ରୋଜେକ୍ଟ ଫେଲୋ ଙ୍କ ନିଯୁକ୍ତି ।
୪. ସମସ୍ତ ପ୍ରକାରର ଶିକ୍ଷାନୁଷ୍ଠାନ ଗୁଡିକରେ ସମ୍ବନ୍ଧ ନିୟମିତ/ସ୍ଵ-ଅର୍ଥ ପୋଷିତ +୨,+୩ ,ସ୍ନାତକୋତ୍ତର /ଏମଫିଲ /ପିଏଚଡି କୋର୍ସ ପାଇଁ ନାମଲେଖା ।
୫. ରାଜ୍ୟ ସରକାରଙ୍କଦ୍ଵାରା ପ୍ରୟୋଜିତ ବିଭିନ୍ନ ପ୍ରକାର ଛାତ୍ରବୃତ୍ତି ପାଇଁ ଆବେଦନ ।
୬. ଏନସିସି ୟୁନିଟ ଏବଂ ଗ୍ରୁପ ହେଡ କ୍ଵାଟର ରେ ନିଯୁକ୍ତି ।
୭.ସରକାରୀ ଏବଂ ବେସରକାରୀ ସହାୟତ ପ୍ରାପ୍ତ ମହାବିଦ୍ୟାଳୟ ଗୁଡିକରେ “ପୁନଃ ଥଇଥାନ ସହାୟତା ଯୋଜନା “ ଦ୍ଵାରା ନିଯୁକ୍ତି ।
୮. କାଉନସିଲ ଅଫ ହାୟର ଏଜୁକେସନ (CHSE) /ବିଶ୍ୱବିଦ୍ୟାଳୟ /ମହାବିଦ୍ୟାଳୟ ଙ୍କ ଦ୍ଵାରା ନକଲି ପ୍ରମାଣପତ୍ର ଯୋଗାଇଦେବା ।
କାଗଜାତର ତାଲିକା
୧. ସ୍କୁଲ ବିଦାୟ/ଛାଡିବା ପ୍ରମାଣପତ୍ର
୨. କଲେଜ ବିଦାୟ/ଛାଡିବା ପ୍ରମାଣପତ୍ର
୩. ଚରିତ୍ର ପ୍ରମାଣପତ୍ର
୪. ପ୍ରବାସନ ପ୍ରମାଣପତ୍ର
୫. ମାଟ୍ରିକ୍ୟୁଲେସନ/ଦଶମ ବୋର୍ଡର ମର୍କସିଟ ତାଲିକା
୬. ଯେ କୌଣସି ବୋର୍ଡର ଦଶମ ଶ୍ରେଣୀ ପ୍ରମାଣପତ୍ର
୭. ଅସ୍ଥାୟୀ ପ୍ରମାଣପତ୍ର ସହ ମାର୍କସିଟ
୮. ଯୁକ୍ତ+୨ ଇଣ୍ଟର ମିଡିଏଟ ପ୍ରମାଣପତ୍ର
୯. ଯୁକ୍ତ+୨ ଇଣ୍ଟର ମିଡିଏଟ ମାର୍କସିଟ
୧୦. ଯୁକ୍ତ+୨ ଇଣ୍ଟର ମିଡିଏଟ ଅସ୍ଥାୟୀ ପ୍ରମାଣପତ୍ର ପଶିଷଦ (କାଉନସିଲ) ବା ଯେକୌଣସି ବୋର୍ଡର
୧୧. ଯୁକ୍ତ+୩ ଉପାଧି (ଡିଗ୍ରୀ) ପ୍ରମାଣପତ୍ର
୧୨. ଯୁକ୍ତ+୩ ଉପାଧି (ଡିଗ୍ରୀ) (ପ୍ରୋଭିଜିନାଲ)ଅସ୍ଥାୟୀ ପ୍ରମାଣପତ୍ର ସହ ମାର୍କସିଟ
୧୩. ଯୁକ୍ତ+୩ ଉପାଧି (ଡିଗ୍ରୀ) ମାର୍କସିଟ
୧୪. ସ୍ନାତକୋତ୍ତର ମାର୍କସିଟ
୧୫. ସ୍ନାତକୋତ୍ତର ପ୍ରମାଣପତ୍ର
୧୬. ଏମ. ଫିଲ ପ୍ରମାଣପତ୍ର
୧୭. ପିଏଚ. ଡି ପ୍ରମାଣପତ୍ର
୧୮. ସଂରକ୍ଷଣ ସପକ୍ଷରେ ପ୍ରମାଣପତ୍ର
୧୯. ମେଧା ଗୁରୁତ୍ଵ ଦେବା ନିମନ୍ତେ ପ୍ରମାଣପତ୍ର
୨୦. ଫୋଟୋଗ୍ରାଫ
୧୧ ମତ୍ସ୍ୟ ଓ ପ୍ରାଣୀ ଗବେଷଣା ଉନୟନ୍ନ ଅଫିସ ଅଧିସୂଚନା ସଂଖ୍ୟା ୧୨୨୫୮ ତା ୧୧.୧୧.୨୦୧୪ ସେବା ତାଲିକା ଉଦେଶ୍ୟ
୧. ଥଇଥାନ ଜନିତ ସହାୟତା ଯୋଜନା ଅନ୍ତର୍ଗତ ନିଯୁକ୍ତି
୨. ପ୍ରତ୍ୟକ୍ଷ/ସିଧା ସଳଖ ନିଯୁକ୍ତି/ସିଧା ସଳଖ ନିଯୁକ୍ତି
୩. ଅବସର ପରେ ପେନସନ ପେପର ଦାଖଲ
୪. ପରିବାର ପେନସନ ମଜୁରୀ ନିମନ୍ତେ ଦରଖାସ୍ତ
୫. ଅସ୍ଥାୟୀ ଦିନମଜୁରୀଆମାନଙ୍କୁ ସାମୟିକ ସ୍ଥିତି ପ୍ରଦାନ
୬. ମତ୍ସ୍ୟ କୃଷି ଉନ୍ନୟନ ପ୍ରତିଷ୍ଠାନ ଅନ୍ତର୍ଗତ ପରିଯୋଜନାରେ ନୂତନ ପୋଖରୀ ଖନନ
୭. ମତ୍ସ୍ୟ କୃଷି ଉନ୍ନୟନ ପ୍ରତିଷ୍ଠାନ ଅନ୍ତର୍ଗତ ପୁରାତନ ପୋଖରୀର ପୁନରୁଦ୍ଧାର
୮. ମତ୍ସ୍ୟଜୀବି ଉନ୍ନୟନ ଯୋଜନା ଅନ୍ତର୍ଗତ ମତ୍ସ୍ୟଜୀବୀ ପରିବାରମାନଙ୍କ ମେଧାବୀ ପିଲାମାନଙ୍କ ବୃତି ଅନୁଦାନ ନିମନ୍ତେ ଆବେଦନ
୯. ମତ୍ସ୍ୟସଜୀବୀ ଉନ୍ନୟନ ଯୋଜନା ଅନ୍ତର୍ଗତ ଡଙ୍ଗା ଓ ଜାଲ ନିମନ୍ତେ ଆର୍ଥିକ ସହାୟତା
୧୦. ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ଅନ୍ତର୍ଗତ ମାଛ ବ୍ୟବସାୟ ନିମନ୍ତେ ଆର୍ଥିକ ଏବଂ ଭିତ୍ତିଭୂମି ସହାୟତା (ସାଇକେଲ,ମୋପେଡ,ଓ ତିନିଚକିଆ ଯାନ ସହ ବରଫ ବାକ୍ସ )
ନିଜସ୍ଵ ସ୍ଵାକ୍ଷରରେ ଅଣୁପ୍ରମାଣିତ,ନିମ୍ନସୂଚିତ ଦସ୍ତାବିଜର ଆଫିଡାଭିଟ ବା ଗେଜେଟେଡ ଅଫିସରଙ୍କ ସ୍ଵାକ୍ଷର ଥିବା ଆଟେଷ୍ଟେଡ କପି ଆଉ ଆବଶ୍ୟକ ନାହିଁ
୧. ଆବାସିକ ପ୍ରମାଣପତ୍ର
୨. ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର
୩. ଆୟ ପ୍ରମାଣପତ୍ର
୪. ଜାତିଗତ ପ୍ରମାଣପତ୍ର
୫. ଫୋଟଗ୍ରାଫ
୬. ବୟସ/ଜନ୍ମତାରିଖ ପ୍ରମାଣପତ୍ର
୭. ଶିକ୍ଷା ପ୍ରମାଣପତ୍ର /ମର୍କସିଟ
୮. ପରିଚୟ ପ୍ରମାଣପତ୍ର
୯. ଚରିତ୍ର ପ୍ରମାଣପତ୍ର
୧୦. ମୃତ୍ୟୁ ପ୍ରମାଣପତ୍ର /ଭିନ୍ନକ୍ଷମ ପ୍ରମାଣପତ୍ର
୧୧. ଉତ୍ତରିଧିକାରୀ ପ୍ରମାଣପତ୍ର
୧୨. କର୍ମ ନିୟୋଜନ କାର୍ଯ୍ୟ।ଳୟ ପଞ୍ଜୀକରଣ ପ୍ରମାଣପତ୍ର
୧୩. ଭୂ ଅଭିଲେଖ(ଜମି ରେକର୍ଡ )
୧୪. ନକ୍ସା (ସ୍କେଚ ମ୍ୟାପ )
୧୫. ସି.ଏ. ଏ. ପଞ୍ଜୀକରଣ ପ୍ରମାଣପତ୍ର
୧୬. ଜିନିଷ କିଣାର ଅର୍ଥପ୍ରାପ୍ତି ରସିଦ
୧୭. ଯାନବାହାନ ପଞ୍ଜୀକରଣ ପ୍ରମାଣପତ୍ର
୧୮. ଡାକ୍ତରୀ ପ୍ରମାଣପତ୍ର
୧୯. ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରମାଣପତ୍ର
୨୦. ଜନ୍ମ ପ୍ରମାଣପତ୍ର
ବିଶେଷ ଦ୍ରଷ୍ଟବ୍ୟ : (୧) ଆବଶ୍ୟକସ୍ଥଳେ ସମ୍ପୃକ୍ତ ଅଧିକାରୀ ମୂଳ ପ୍ରମାଣପତ୍ର ଯାଞ୍ଚ କରିପାରନ୍ତି । (୨)ଯଦି କୌଣସି ବ୍ୟକ୍ତି ଏ ସମ୍ପର୍କରେ ଭୁଲ ତଥ୍ୟ ଉପସ୍ଥାପିତ କରନ୍ତି,ସେ ଭାରତୀୟ ପିଙ୍ଗଳକୋର୍ଡ ଅନୁଯାୟୀ ଦଣ୍ଡିତ ହେବେ ।
Check Application Status

Please contact
Designated Officer, Appellate Authority and Revisional Authority
of corresponding services.

Visitor No: 315153
Photo Gallery
Media
Workshop
Events
Central Monitoring System
February 2017 Report
Total Application for Year 2014
Summary Report 2014

Copyright © 2017, Odisha Right to Public Service Act, 2012. All rights Reserved. Site Designed & Developed by:

CENTRE FOR MODERNIZING GOVERNMENT INITIATIVE (CMGI)
(A SOCIETY UNDER GENERAL ADMINISTRATION (AR) DEPARTMENT)
GOVERNMENT OF ODISHA

SISHU BHAWAN SQUARE, UDYAN MARG,INFRONT OF CANARA BANK, BHUBANESWAR-751009. PHONE: 0674-2567571, 2567083. FAX: 0674-2567083.
Website: http://www.cmgi.org.in/