ଓଡିଆ English

ଓଡିଶା ଲୋକସେବା ଅଧିକାର ଅଧିନିୟମ -୨୦୧୨

ଓଡିଶା ଲୋକ ସେବା ଅଧିକାର ଅଧିନିୟମ -୨୦୧୨, ଲୋକ ସେବା କ୍ଷେତ୍ରରେ ଦୁର୍ନୀତି ନିବାରଣପାଇଁ ଓଡିଶା ସରକାରଙ୍କଦ୍ଵାରା ନିଆଯାଇଥିବା ଏକ ଆଦର୍ଶ ପଦକ୍ଷେପ । ଏହି ଆଇନ ନାଗରିକମାନଙ୍କୁ ଲୋକସେବା ଏକ ଅଧିକାର ଭାବେ କାର୍ଯ୍ୟ କରିବାପାଇଁ ସକ୍ଷମ କରେ । ଏଥିରେ ଯେଉଁ କର୍ମଚାରୀମାନେ ଉଚିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରନ୍ତିନାହିଁ, ସେମାନଙ୍କୁ ଦଣ୍ଡିତ କରିବାପାଇଁ ଆଇନ ଅଛି ।

ଏହାର ଲକ୍ଷ ନିର୍ଦ୍ଧିଷ୍ଠ ସମୟ ମଧ୍ୟରେ ଲୋକମାନଙ୍କ ଅଭିଯୋଗ ସୁରକ୍ଷାପାଇଁ ଗୋଟିଏ ମଞ୍ଚ ଯୋଗାଇଦେବା ଏବଂ ଦାବି ଉପସ୍ଥାପନ କ୍ଷମତା ସୃଷ୍ଟି କରିବାପାଇଁ ବ୍ୟବସ୍ଥା ପ୍ରଦାନ ।

ନାଗରିକ କମ୍ପୁଟର ଜରିଆରେ ନିଜ ଅଭିଯୋଗର ପ୍ରାପ୍ତିସ୍ଵୀକାର ଏବଂ ଦରଖାସ୍ତ ସ୍ଥିତି ସମ୍ପର୍କରେ ଯେକୌଣସି ସମୟରେ, ଯେ କୌଣସି ସ୍ଥାନରେ (୨୪x ୭)ଜାଣିପାରିବେ ।
Check Application Status

Please contact
Designated Officer, Appellate Authority and Revisional Authority
of corresponding services.

Visitor No: 413612
Photo Gallery
Media
Workshop
Events
Central Monitoring System
September 2017 Report
Total Application for Year 2014
Summary Report 2014

Copyright © 2017, Odisha Right to Public Service Act, 2012. All rights Reserved. Site Designed & Developed by:

CENTRE FOR MODERNIZING GOVERNMENT INITIATIVE (CMGI)
(A SOCIETY UNDER GENERAL ADMINISTRATION (AR) DEPARTMENT)
GOVERNMENT OF ODISHA

SISHU BHAWAN SQUARE, UDYAN MARG,INFRONT OF CANARA BANK, BHUBANESWAR-751009. PHONE: 0674-2567571, 2567083. FAX: 0674-2567083.
Website: http://www.cmgi.org.in/